ସହରରୁ ଗଛ କାଟି ଶ୍ରୀହୀନ କରୁଛନ୍ତି ସରକାର, ଉପକଣ୍ଠରେ ରୋପଣ ! କି ଲାଭ ପାଉଛନ୍ତି ସହରବାସୀ?

ଭୁବନେଶ୍ବର: ସବୁଜ ସୁନ୍ଦର ଭୁବନେଶ୍ବର। ଏହା ଏବେ କେବଳ ସ୍ଲୋଗାନରେ ସୀମିତ ହେବାକୁ ଯାଉଛି। କାରଣ ରାଜଧାନୀରେ ଆଉ ଆଗଭଳି ସବୁଜିମା ନାହିଁ। କି ସୌନ୍ଦର୍ଯ୍ୟ ନାହିଁ। ଯୁଆଡ଼େ ଅନେଇଲେ କେବଳ କଂକ୍ରିଟ୍‌ ହିଁ କଂକ୍ରିଟ୍‌। ଶୋଭା ବଢ଼ାଉଛି ବିରାଟ ସୌଧ। ପାହାଳରୁ ପାତ୍ରପଡ଼ା ହେଉ କି ଖଣ୍ଡଗିରିରୁ ଧଉଳି। ସବୁଠି ଏକା ଚିତ୍ର। ଘର ପାଇଁ ଗଛ କଟାଯାଉଛି। ରାସ୍ତା ଲାଗି ଗଛ ବଳି ପଡ଼ୁଛି। ସରକାରୀ ପ୍ରକଳ୍ପ … Continue reading ସହରରୁ ଗଛ କାଟି ଶ୍ରୀହୀନ କରୁଛନ୍ତି ସରକାର, ଉପକଣ୍ଠରେ ରୋପଣ ! କି ଲାଭ ପାଉଛନ୍ତି ସହରବାସୀ?